ଏକ ଘର ଭିତରେ ୨୨ ବର୍ଷର ଏକ ଝିଅ ଲମ୍ବା କେଶ ସହିତ ନିରନ୍ତର ନାଚୁଥିଲା। ସେ ବହୁତ ଲମ୍ବା ନୁହେଁ, କିନ୍ତୁ ଅନ୍ୟ ଝିଅମାନଙ୍କ ସହିତ ତୁଳନା କଲେ ସେ ବହୁତ ସୁନ୍ଦର ଲାଗେ। ତା' ଆଖି କଜଲ ଲାଗି ଖୁବ ସୁନ୍ଦର ଦେଖାଯାଉଥିଲା।
ନୃତ୍ୟ ତା' ପାଇଁ କେବଳ ଏକ ସ୍ୱପ୍ନ ନୁହେଁ, ଏହା ତା' ପାଇଁ ଏକ ପ୍ରକାରର ଯୋଗ। ପ୍ରତି ସକାଳେ ସେ ନାଚେ। ଏହା ତାକୁ ଶାନ୍ତ କରେ ଏବଂ ତା' ଦିନଟିକୁ ଭଲଭାବେ ଆରମ୍ଭ କରିବାରେ ସାହାଯ୍ୟ କରେ।
ସଙ୍ଗୀତ ବାଜୁଥିଲା----
ତାଲ୍ ସେ ତାଲ୍ ମିଲା...........



Write a comment ...